ବନ୍ୟା ପାଣିରେ ଭାସିଜାଉଥିବା ଛୁଆଙ୍କୁ ଜଣେ ଯୁବକ ବଞ୍ଚାଇବାର ଏହି ଖବର ଆସାମର ନୁହେଁ।
ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇ ଦାବି କରାଯାଇଛି ଯେ, ଆସାମର ବାତ୍ୟାରେ ଜଣେ ଜୁବକ ଦୁଇ ଜଣ ଛୁଆକୁ ବଞ୍ଚାଉଥିବାର ଦେଖାଯାଉଛି। ପୋଷଟ ସହିତ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆସାମ ବତ୍ୟାର ଅଟେ। Sharechatରେ ଭାଇରାଲ ପୋଷ୍ଟ ସେୟାର କରାୟାଇ ଦାବି କରାଯାଇଛି ଯେ, ଆସାମର ବନ୍ୟାରେ ଦୁଇଟି ପିଲା ଭାସିଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଞ୍ଚାଇଛନ୍ତି। ଆମ ଅନୁସନ୍ଧାନ ପୂର୍ୂରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ […]
Continue Reading