କଂଗ୍ରେସ ନେତା ସୁର ରାଉତରାୟ ନେହେରୁ ପରିବାର ଗୋଟେ ଘାସ କଟା ପରିବାର ବୋଲି କହିଲେ ?
ସୋସିଆଲ ମିଡିଆରେ କଂଗ୍ରେସ ନେତା ସୁରେଶ କୁମାର ରାଉତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୁର ରାଉତ ନେହେରୁ ପରିବାରକୁ ଘାସ କଟା ପରିବାର ବୋଲି କହୁଛନ୍ତି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, କଂଗ୍ରେସ ନେତା ଖୁଦ ନେହେରୁ ପରିବାରକୁ ଘାସ କଟା ପରିବାର ବୋଲି କହୁଛନ୍ତି। Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ନେହେରୁ ପରିବାର ଗୋଟେ […]
Continue Reading