କ’ଣ ରାଷ୍ଟ୍ରପଟି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ପୁରୁଣା ଏବଂ ନୂତନ ଅଶୋକ ସ୍ତମ୍ବର ତୁଳନା କରି ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ଉପରେ ନିର୍ମାଣ ହୋଇଥିବା ଅଶୋକ ସ୍ତମ୍ବର ଉଦ୍ଦଘାଟନ କରିଥିଲେ। ଦେଖିବାକୁ ଗଲେ ଏହି ଅଶୋକ ସ୍ତମ୍ବ ପୁରୁଣା ଅଶୋକ ସ୍ତମ୍ବ ଠାରୁ ଟିକେ ଭିନ୍ନ ବୋଲି ଜଣା ପଡ଼ିଛି। ନୂତନ ଅଶୋକ ସ୍ତମ୍ବରେ ସିଂହର ମୂହ ଅଧିକା ଖୋଲା ଥିବା ଦାବି କରା ଯାଇଛି ଯାହା ଏକ ଗର୍ଜୁ ଥିବା ଭାରାତକୁ ଦର୍ଶାଉଛି ବୋଲି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି।  ଆମକୁ ଦ୍ରୌପଦୀ ମୁର୍ମୁଙ୍କ […]

Continue Reading

କ’ଣ ଜଣେ ମୌଲବୀଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନ ଥିବା ଭିଡିଓ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସାମ୍ବାଦିକ ଜଣେ ମୌଲବୀଙ୍କ ସ୍ସାହିତ ଏକ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ମୌଲବୀଙ୍କୁ ତାଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି। ଭାଇରାଲ ଭିଡିଓର କମେଣ୍ଟରେ ଲୋକେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଯେପରିକି ଏହି ଭିଡିଓ ଭାରତର ଅଟେ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ପାକିସ୍ତାନର ଅଟେ […]

Continue Reading