ବାଙ୍ଗଲାଦେଶର ଭିଡିଓକୁ ଦିଲ୍ଲୀରେ ମୁସ୍ଲିମମାନେ ହିନ୍ଦୁ କାଉଁଡି ବାଲାଙ୍କୁ ମାରିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମୁସ୍ଲିମ ଲୋକ ହିନ୍ଦୁମାନଙ୍କୁ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କାଉଁଡିବାଲାଙ୍କ ଉପରେ ମାଂସ ଫିଙ୍ଗିବା ସହ ତାଙ୍କୁ ମୁସ୍ଲିମମାନେ ମାଡ଼ମାରୁଛନ୍ତି। ଭାଇରାଲ ଭିଡିଓ ସହିତ ୟୂଜର୍ସ ଲେଖିଛନ୍ତି ଯେ,- ଆହା କି ସୁନ୍ଦର ଭାଇଚାରା ,ଦିଲ୍ଲୀ ସିଲମପୂରରେ କାଉଡି ଯାତ୍ରାରେ ସାମିଲ ଥିବା କାଉଡ଼ିଆ ମାନଙ୍କ ଉପରକୁ ମାଂସ ଖଣ୍ଡ ଫିଙ୍ଗା ଯାଇଛି ମୁସଲିମ ମାନଙ୍କ ଦ୍ୱାରl.ଅଭିନନ୍ଦନ ଭାଇଚାରା […]
Continue Reading