କ’ଣ ଡାଃ ବି.ଆର ଆମ୍ବେଦକର କହିଥିଲେ ଯେ ଯଦି ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ପଦବୀରେ ନିଯୁକ୍ତି ହୁଅନ୍ତି ତେବେ ଦେଶରୁ ଅରକ୍ଷଣ ହଟାଇ ଦେବା ଉଚ୍ଚିତ? ଜାଣନ୍ତୁ ସତ୍ୟ।
ଗତ ମାସ ଓଡ଼ିଶାର ଜଣେ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଘୋଷିତ କରା ଯାଇଥିଲା। ଦ୍ରୌପଦୀ ମୁର୍ମୁ ଭାରତର ୧୫ ତମ ରାଷ୍ଟ୍ରପତି ଏବଂ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବରେ ନିଯୁକ୍ତି ହୋଇଛନ୍ତି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଡାଃ ବି.ଆର ଆମ୍ବେଦକର କହିଥିଲେ […]
Continue Reading