କ’ଣ ସ୍ଵାଧୀନତା ଦିବସ ସପ୍ତାହ ଅବସରରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତିରଙ୍ଗା ସ୍ଥାନରେ ବିଜେପି ପାର୍ଟିର ପତକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଉଛନ୍ତି? ଜାଣନ୍ତୁ ସତ୍ୟ।
ସ୍ଵାଧୀନତା ଦିବସ ବାସରରେ ପ୍ରଧାନମନ୍ତ୍ରୀ ମୋଦୀ ହର ଘର ତିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ୧୩ ଅଗଷ୍ଟରୁ ନେଇ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସେ ଦେଶ ବାସୀଙ୍କୁ ନିଜ ନିଜ ଘରେ ତିରଙ୍ଗା ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ଏକ ସଭାରେ ବିଜେପିର ପାର୍ଟି ପତକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଉଛନ୍ତି। […]
Continue Reading