କ’ଣ ଭିଡିଓରେ ଥିବା ବାଳକ ରାଜସ୍ଥାନର ସେହି ଦଳିତ ଛାତ୍ର ଯିଏ ଶିକ୍ଷକଙ୍କ ମାଡ଼ କାରଣରୁ ନିଜ ପ୍ରାଣ ହରାଇଛି? ଜାଣନ୍ତୁ ସତ୍ୟ।
ରାଜସ୍ଥାନର ଜାଲୋର ଜିଲ୍ଲାର ସାୟଲା ପୋଲିସ ଥାନା ଅଞ୍ଚଳରେ ଜଣେ ଦଳିତ ଛାତ୍ରର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଏହି ଖବର ସମ୍ବନ୍ଧୀୟ ବିଭିନ୍ନ ଦାବି ସହିତ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ମାଠିଆରୁ ପାଣି ପିଥିବାରୁ ଶିଶୁଟିକୁ ମାରି ତାହାର ହତ୍ୟା କରି ଦିଆ ଯାଇଛି। କ’ଣ […]
Continue Reading