କ’ଣ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୧ ବର୍ଷୀୟ ଶିଶୁ ମାନଙ୍କ ପାଇଁ ମଧ୍ୟ ଲାଗିବ ପୁରା ରେଳବାଇ ଟିକଟ? ଜାଣନ୍ତୁ ସତ୍ୟ।
ଚଳିତ ବର୍ଷ ଭାରତ ନିଜ ୭୫ ସ୍ଵାଧୀନତା ଦିବସ ପାଳନ କରିଛି। ଯେତେବେଳେ ଦେଶରେ ଆନନ୍ଦର ଏହି ମୂହୁର୍ତ୍ତ ପାଳନ କରୁଥିଲା ସେତେବେଳେ କେନ୍ଦ୍ର ସରକାର ଉପରେ ଏକ ଗମ୍ଭୀର ଅଭିଯୋଗ ସାମନାକୁ ଆସିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ କନକ ନ୍ଯୁଜର ଏକ ଫୋଟୋରେ ଲେଖା ହେଇଥିବା ଦେଖିବାକୁ ମିଳିଛି ଯେ ରେନରେ ୧ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଏବେ ପୁରା ଟିକଟ ଦର ଲାଗିବା। ଫୋଟୋ ସେୟାର କରି […]
Continue Reading