କ’ଣ ଭାଇରାଲ ଭିଡିଓରେ ଭାରତୀୟ ସେନା ଯବାନ ମାନେ କାଶ୍ମୀରରେ ଜଣେ ପଥରମରାଲିଙ୍କୁ ଗୁଳି ମାରିଛନ୍ତି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ସମୂହ ରାସ୍ତାରେ ପଥର ଫିଙ୍ଗୁଠିବା ନଜର ଆସୁଛନ୍ତି। ଏହି ଭିଡିଓରେ ଗୁଳି ଚାଳନାର ଆୱାଜ ମଦ୍ୟ ଶୁଣିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଜଣେ ବ୍ୟକ୍ତି ପଥର ଫିଙ୍ଗୁଛନ୍ତି ସେତେବେଳେ ତାଙ୍କ ଉପରେ ଗୁଳି ମାଡ କରା ଯାଉଛି ଏବଂ ସେ ଆଘାତ ହୋଇ ପଡି ଯାଉଛନ୍ତି। ଡାବୁ ଅନୁଯାୟୀ ଏହି ଦୃଶ୍ୟ କାଶ୍ମୀରର ଅଟେ। ଲୋକେ ଭାରତ ସେନା […]
Continue Reading