ବେଙ୍ଗାଲୁରୁରେ କଂଗ୍ରେସର ଫ୍ରିଡମ୍ ମାର୍ଚ୍ଚର ପୁରୁଣା ଭିଡିଓକୁ ଭାରତ ଯୋଡ ଯାତ୍ରା ଦାବିରେ ଭାଇରାଲ କରାଯାଉଛି।
କିଛିଦିନ ପୂର୍ବରୁ କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଅନେକ ଭିଡିଓ ଏବଂ ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଆପଣ ଭାରତର ପତାକା ଧରି ରାସ୍ତାରେ ଯାଉଥିବା ବହୁ ଲୋକଙ୍କୁ ଦେଖିପାରିବେ। ଭାଇରାଲ ଭିଡିଓ ସହିତ ଦାବି କରାଯଉଛି ଯେ, ଏହି ଭିଡିଓ କଂଗ୍ରେସର ଭାରତ ଯୋଡାର ଅଟେ। Ranajeet Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, […]
Continue Reading