ପ୍ରହ୍ଲାଦ ଜାନିଙ୍କର 26 ମଇ 2020 ରେ ମୃତ୍ୟୁ ଘଟିଛି, ବର୍ତ୍ତମାନ ନୁହେଁ।
ପ୍ରହ୍ଲାଦ ଜାନି ବାବାଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ 26 ମଈ 2022 ରେ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି। କବି ରୁଦ୍ର ଭଗବାଧାରୀ ନାମକ ଫେସବୁକ ୟୂଜର ଭାଇରାଲ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ନାମ- ପ୍ରହ୍ଲାଦ ଜାନୀ, ବୟସ-୯୦ ବର୍ଷ ,ଗୁଜୁରାଟ ର କାଠିଆବାଡି ଜିଲ୍ଲାରେ ଏହି ବ୍ୟକ୍ତି ଜନ୍ମ ଗ୍ରହଣ କରିଥିଲେ ,ଗତ ୨୬ ମଇ ୨୦୨୨ ରେ ତାଙ୍କର କୌଣସି […]
Continue Reading