ବିଜେପି ସମର୍ଥକୁ ମାଡ଼ ମାରୁଥିବା ଭିଡିଓ ପୁରୁଣା ଏବଂ ବଙ୍ଗଳାର ଅଟେ, ଗୁଜୁରାଟ ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ।
ଗୁଜୁରାତରେ ନିର୍ବାଚନ ପରିବେଷରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ଜଣେ ବ୍ୟକ୍ତିକୁ ମାଡ଼ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଗୁଜୁରାତରେ ଚିର୍ବାଚନ ମାହୋଲରେ ବିଜେପି ସମର୍ଥକକୁ ମାଡ଼ ମାରିଲେ। Sribatsa Kar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଗୁଜରାଟ ରେ ଭାଜପା ଭକ୍ତ ଙ୍କୁ ଗୋଡେଇ ଗୋଡେଇ ମାଡ !… ଫେସବୁକ । ଆର୍କାଇଭ ଅନୁସନ୍ଧାନ ପୂର୍ବରୁ […]
Continue Reading