କ’ଣ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନେବା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି?
ଗୁରୁବାର ଦିନ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନିଜ ହାତକୁ ନେଇଛନ୍ତି। ଏହା ପରେ ସେ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତେଜନା ଆରମ୍ଭ ହୋଇଛି ଯେ ମସ୍କ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଏହା ମଧ୍ୟ ଦାବି କରା ଯାଉଛି ଯେ ଟ୍ରମ୍ପ ନିଜେ ଏହି ସୂଚନା ଟୁଇଟ କରି ଜଣାଇଛନ୍ତି। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ […]
Continue Reading