ଗୋଟିଏ ସିନେମାର କ୍ଲିପ୍ କୁ ଲଭ୍ ଜିହାଦର ପ୍ରକୃତ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
ସୋସିଆଲ ମିଡିଆରେ ବୁର୍ଖା ପିନ୍ଧିଥିବା ଜଣେ ମହିଳାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମହିଳା କହୁଛନ୍ତି ଯେ ତାଙ୍କ ନାମ ଶାଳିନୀ ଉନ୍ନିକୃଷ୍ଣନ ଥିଲା କିନ୍ତୁ ତାଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରି ତାଙ୍କ ନାମ ଫାଟିମା ବା ରଖା ଯାଇଛି ଏବଂ ବର୍ତ୍ତମାନ ସେ ଆଫଘାନିସ୍ତାନ ରେ ଆଇଏସଆଇଏସ ର ଜଣେ ଆତଙ୍କବାଦୀ ଭାବରେ ଅଛନ୍ତି। ଭିଡିଓରେ ସେ ଏହା ମଧ୍ୟ କହିଛନ୍ତି ଯେ ସେ କେରଳରେ ନର୍ସ ଥିଲେ। ଏହି ପରି ୩୨୦୦୦ […]
Continue Reading