ଗୁଜୁରାଟର ବନାସ୍କାନ୍ତରେ ବ୍ରିଜ ଭାଙ୍ଗିବା ସମୟରେ ଏକ କ୍ଲିପକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
ଗୁଜୁରାଟ ନିର୍ବାଚନ ପରେ ବ୍ରିଜ ଭୁଶୁଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖାଯାଉଛି ଯେ ଜେସିବି ବ୍ରିଜରେ ଠିଆ ହୋଇଛି। କିଛି ସମୟ ପରେ ସେ ଭୁଶୁଡି ପଡିଲା। କିଛି ସୋସିଆଲ ମିଡିଆ ୟୂଜର ଏହି ଦାବି କରୁଛନ୍ତି ଯେ, ଗୁଜୁରାଟର ବନାସ୍କାନ୍ତରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି। ଏହାର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। Mukesh Agarwal Munna ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]
Continue Reading