ଏକ ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନର ମସଜିଦରେ ହେଇଥିବା ବିସ୍ଫୋରଣର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।
ନିକଟରେ ପାକିସ୍ତାନର ପେଶାୱର ରେ ଅବସ୍ଥିତ ଏକ ମସଜିଦରେ ବୋମା ବିସ୍ଫୋରଣ ଘଟନା ସାମନାକୁ ଆସିଥିଲା। 30 ଜାନୁଆରୀରେ ହେଇଥିବା ଏହି ବିସ୍ଫୋରଣରେ ପ୍ରାୟ ୧୦୦ ଲୋକେ ପ୍ରାଣ ହରାଇ ଥିଲେ। ଏହି ଘଟଣା ପାଇଁ ପାକିସ୍ତାନ ତାଲିବାନ ଉପରେ ଅଭିଯୋଗ ଲଗାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ମଧ୍ୟରେ ଏକ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରି ଦାବି କରା ଯାଉଛି […]
Continue Reading