୨୦୨୦ ମସିହାର ତୁର୍କୀ ଭୂମିକମ୍ପର ଫୋଟୋକୁ ନିକଟରେ ହେଇଥିବା ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
୬ ଫେବୃଆରୀ ୨୦୨୩ ରେ ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ୭.୮ ତୀବ୍ରତା ସହିତ ଏକ ଭୂକମ୍ପ ଘଟିଥିଲା। ଏହା ପରେ ସୋସିଆଲ ମିଡିଆରେ ଅନେକ ଯାଞ୍ଚ ହୋଇନଥିବା ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଆମ ସାମନାକୁ ଏକ ଫୋଟୋ ଆସିଛି ଯେଉଁଥିରେ ଧ୍ଵଂସ ହୋଇଥିବା ଏକ ସ୍ଥାନରେ କିଛି ଉଦ୍ଧାରକାରୀ ମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ତୁର୍କୀରେ ଆସିଥିବା […]
Continue Reading