ମଧ୍ୟପ୍ରଦେଶର ଜଣେ ପୋଲିସ ଅଧିକାରୀଙ୍କ ପୁରୁଣା ଫୋଟୋକୁ ଓଡ଼ିଶା ପୋଲିସ ଦାବି ସହିତ ଭାଇରାଲ କରା ଯାଉଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ପୋଲିସ ଅଧିକାରୀଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ଓଜନକୁ ନେଇ ଇଣ୍ଟର୍ନେଟରେ ତାଙ୍କ ପରିହାସ କରା ଯାଉଛି। ଦାବି ଅନୁଯାୟୀ ସେ ଓଡ଼ିଶା ପୋଲିସର ଜଣେ ଅଧିକାରୀ ଅଟନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଫୋଟୋରେ ଥିବା ପୋଲିସ ଅଧିକାରୀ ଓଡ଼ିଶାର ନୁହେଁ ବରଂ ମଧ୍ୟପ୍ରଦେଶ ପୋଲିସ ଅଟନ୍ତି। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ […]
Continue Reading