କର୍ଣ୍ଣାଟକର ଭାଟକଲରେ ଇସଲାମିକ ପତାକା ଉତ୍ତୋଳନକୁ ପାକିସ୍ତାନୀ ପତାକା ଦାବିରେ ଭାଇରାଲ କରାଯାଉଛି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ନିର୍ବାଚନ ଜିତିଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ପୋଷ୍ଟରେ, ଜଣେ ବ୍ୟକ୍ତି ଏକ ଗୋଲାକାର ଆକୃତି ଉପରେ ସବୁଜ ପତାକା ଧରିଥିବାର ଦେଖାଯାଏ, ଯେଉଁଥିରେ ‘ଓମ୍’ ଲେଖା ଯାଇଛି। ଭାଇରାଲ ପୋଷ୍ଟରେ ଲାଖାଯାଇଛି ଯେ, କର୍ଣ୍ଣାଟକ ରେ କଂଗ୍ରେସ ଜିତିବା ପରେ ଆଜିର ଦୃଶ୍ୟ, ଏଠି ମନରେ ଉଙ୍କି ମାରେ ପ୍ରଶ୍ନ […]
Continue Reading