କ’ଣ ଏହି ଭିଡିଓ ନିକଟରେ ମରୋକୋ ଦେଶରେ ଘଟିଥିବା ଭୂମିକମ୍ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ମରକୋରେ ୬.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶ ସହରର ଦକ୍ଷିଣ-ପଶ୍ଚିମ ହାଇ ଆଟଲାସ୍ ପର୍ବତରେ ଥିଲା। ମରକୋକୁ ଥରାଇ ଦେଇଥିବା ଭୂକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି।  ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ରାତ୍ରି ସମୟରେ ଗୋଟିଏ ବିଶାଳ ବିଲ୍ଦିଙ୍ଗ ଭୁଷୁଡି ପଡୁଛି ଏବଂ […]

Continue Reading