International
ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]
Political
ଏହି ଭିଡିଓ, ଯାହାକୁ ମଣିପୁରର ବୋଲି ଦାବି କରାଯାଉଛି, ଏହା ପ୍ରକୃତରେ କୋଲକାତାର ୱାକଫ ବିଲ୍ ବିରୋଧରେ ଏକ ପ୍ରଦର୍ଶନ
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଭିଡ଼ ଦେଖାଯାଉଛି। ସେମାନେ ନାରା ଦେଉଥିବା ସହ ପୋଷ୍ଟର ଏବଂ ବ୍ୟାନର ଧରିଛନ୍ତି। ଭିଡିଓଟିକୁ ମଣିପୁରର ବୋଲି ଦାବି କରି ସେୟାର କରାଯାଉଛି ଏବଂ ଏହି ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଥିଲା ବୋଲି ମଧ୍ୟ କୁହା ଯାଉଛି। ଏହା ଉଲ୍ଲେଖ କରିବା ଉଚିତ ଯେ ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ସେପ୍ଟେମ୍ବର ୧୩, ୨୦୨୫ ରେ ମଣିପୁର ଗସ୍ତ […]
ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ”: ରାହୁଲ ଗାନ୍ଧୀଙ୍କ ଆଂଶିକ ଭିଡିଓ ଭାଇରାଲ୍
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି, “ମୁଁ ବିରୋଧୀ ଦଳ ନେତା ଏବଂ ମୋର କାମ ସରକାରଙ୍କ ଉପରେ ଚାପ ପକାଇବା। ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଯାଞ୍ଚ ପରେ ଜଣାପଡିଲା ଯେ ଭାଇରାଲ ଭିଡିଓଟି ଅସମ୍ପୂର୍ଣ୍ଣ। ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବିରୁଦ୍ଧରେ କହୁ ନଥିଲେ। କ’ଣ […]
Social
ରାସ୍ତାରେ ବିମୁଦ୍ରୀକରଣ ହୋଇଥିବା 500 ଟଙ୍କାର ନୋଟ୍ ର ଭିଡିଓ ପାକିସ୍ତାନର ନୁହେଁ ଲକ୍ଷ୍ନୋ ସହରର।
ଟଙ୍କା ଲଣ୍ଡରିଂ ବିରୋଧରେ ଲଢ଼ିବା ଏବଂ ଅର୍ଥନୀତିରୁ “କଳାଧନ” ଦୂର କରିବା ପାଇଁ, ପ୍ରଧାନମନ୍ତ୍ରୀ ମୋଦୀ ୮ ନଭେମ୍ବର, ୨୦୧୬ ରେ ଏକ ବିବାଦୀୟ ରଣନୀତି ଉନ୍ମୋଚନ କରିଥିଲେ। ସେ ଘୋଷଣା କରିଥିଲେ ଯେ ମହାତ୍ମା ଗାନ୍ଧୀ ସିରିଜର ୫୦୦ ଏବଂ ୧,୦୦୦ ଟଙ୍କା ନୋଟ୍ ଆଉ ଆଇନଗତ ଟଙ୍କା ଭାବରେ ଗ୍ରହଣ କରାଯିବ ନାହିଁ। ସୋସିଆଲ ମିଡିଆରେ ଦୁଇଟି ପିଲାଙ୍କ ହାତରେ ₹୫୦୦ ନୋଟର ବଣ୍ଡଲ ଧରିଥିବା ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି […]
ହିମାଚଳ ପ୍ରଦେଶରେ ବନ୍ୟା ପାଣିରେ ଜଣେ ପିଲା ନିଜ ମାଁର ମୃତଦେହକୁ ଟାଣି ନେଉଛି? ଜାଣନ୍ତୁ ସତ୍ୟତା
ବନ୍ୟା ପାଣି ମଧ୍ୟରେ ଜଣେ ପିଲା ଗୋଟିଏ ମହିଳାଙ୍କୁ ଟାଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ହିମାଚଳ ପ୍ରଦେଶର ଏକ ବନ୍ୟା ପ୍ରଭାବିତ ଅଞ୍ଚଳ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ସ୍କ୍ରୀପଟେଡ୍ ଭିଡିଓ ଯାହାକୁ ଏକ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି। ଜଣେ ସୋସିଆଲ ମିଡିଆ ୟୁଜର ଭିଡିଓଟିକୁ ରାଜନୈତିକ ରୂପ ଦେଇ […]
ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଭାରତର ପ୍ରଥମ CJI ଜଷ୍ଟିସ ଏସବି କ୍ରିପାଳଙ୍କ ନାତି ସୌରଭ କିର୍ପାଲଙ୍କ ନୁହଁନ୍ତି।
ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ନୃତ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଜଣେ କୋରିୟଗ୍ରାଫର ଅଟନ୍ତି। ସେ ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ହେଇଥିବା ଦାବି ମିଥ୍ୟା ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? […]

VERIFY IMAGES AND VIDEOS ON YOUR WHATSAPP



-
gate推荐 commented on କ’ଣ ଭାଇରାଲ ଭିଡିଓରେ ଜାମ୍ମୁର ହିନ୍ଦୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। : Your point of view caught my eye and was very inte
-
binance referral bonus commented on କ’ଣ ଜଣେ ଇରାନୀ ଯୁବକ ମକ୍କା ଧର୍ମପୀଠରେ ଦୁଧ ଢାଳି କହୁଛି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ? ଜାଣନ୍ତୁ ସତ୍ୟ। : Your point of view caught my eye and was very inte
-
Elisabeth Mitchell commented on ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।: Order Adderall Online
-
Elisabeth Mitchell commented on ରାସ୍ତାରେ ବିମୁଦ୍ରୀକରଣ ହୋଇଥିବା 500 ଟଙ୍କାର ନୋଟ୍ ର ଭିଡିଓ ପାକିସ୍ତାନର ନୁହେଁ ଲକ୍ଷ୍ନୋ ସହରର। : Order Adderall Online
-
Elisabeth Mitchell commented on ବାଂଲାଦେଶରେ ଟୋଲ୍ ପ୍ଲାଜା ଭଙ୍ଗାରୁଜା କରୁଥିବା ଲୋକଙ୍କ ଭିଡିଓକୁ ଭାରତର ଏକ ଘଟଣା ଦାବି ସହିତ ସେୟାର କରା ଯାଉଛି।: Order Adderall Online