କ’ଣ ଧାକଡ଼ ସିନେମାର ୮ମ ଦିନରେ ମାତ୍ର ୨୦ଟି ଟିକେଟ ବିକ୍ରି ହେବା ପରେ କଙ୍ଗନା ରଣାଓତ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।
କଙ୍ଗନା ରଣାଓତଙ୍କ ଧାକଡ଼ ସିନେମା ଫ୍ଲପ୍ ହେବା ପରେ ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଲୋକେ ତାଙ୍କ ପରିହାସ କରୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ କଙ୍ଗନା ରଣାଓତ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଧାକଡ଼ ଚଳଚିତ୍ର ଫ୍ଲପ୍ ହେବା ପରେ କଙ୍ଗନା ଏପରି କାନ୍ଦୁଥିବା ନଜର ଆସିଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୦ […]
Continue Reading