କ’ଣ ପ୍ରକୃତ ଖବର ଏହି ଗଛ ବିଷୟରେ? କ’ଣ ଏହା ଗୋଟିଏ ଚମତ୍କାରୀ ଗଛ? କ’ଣ ଏହା ଖାଲି ଭାରତରେ ଦେଖିବା କୁ ମିଳେ? କ’ଣ ଇତିହାସ ଏହି ଗଛ ବିଷୟରେ ଯାହା ସାମ୍ନା କୁ ଆସି ନାହିଁ? ଜାଣନ୍ତୁ ଆମ ଅନୁସନ୍ଧାନ କ’ଣ।
Archive ଓଡ଼ିଆ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଏକ ଅନୁଛେଦ ଫେସବୁକର ଓଡ଼ିଆ ଅନାବନା ପେଜରେ ଭାଇରାଲ ହୋଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପାରିଜାତ ନାମକ ଦିବ୍ୟ ବୃକ୍ଷ କେବଳ ଭାରତରେ ଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ହିନ୍ଦୁ ପୁରାଣ ଅନୁସାରେ ଯେତେବେଳେ ନାରଦମୁନି ଶ୍ରୀ କୃଷ୍ଣଙ୍କୁ ଦେଖା କରିବା କୁ ଆସିଥିଲେ, ସେତେବେଳେ ନିଜ ସହିତ ପାରିଜାତର ଏକ ଫୁଲ ନେଇ ଆସିଥିଲେ। ସେହି […]
Continue Reading