ବିହାରରେ ଆକାଶରୁ ବର୍ଷିଲା ରୁପା?
ଆକାଶରୁ ମାଛ ବର୍ଷା କଥା ଶୁଣିଥିବେ, ହେଲେ ରୁପା ବର୍ଷା କଥା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ ଦୁଇ ଦିନ ହେଲା ସୋସିଆଲ ମିଡିଆ, ଫେସ୍ବୁକ ଏବଂ ବିଭିନ୍ନ ନ୍ୟୁଜ ପୋଟାଲରେ ରୁପା ବର୍ଷା ହେବାର ଏକ ଗୁଜବ ପ୍ରଚାରିତ ହେଉଛି। ଏହି ଗୁଜବକୁ ଓଡ଼ିଶା ଏକ୍ସକ୍ଲୁସିଭ ଏବଂ ନ୍ୟୁଜ 7 ପେଜରେ ପ୍ରକାଶ କରାଯାଇଛି। ତା’ ସହିତ ଫେସବୁକ୍ ପେଜରେ ମଲାଦି ରାମବାବୁ ନାମକ ଜଣେ ୟୁଜର ଏହା ନିଜ ଫେସବୁକ ଆକାଉଣ୍ଟରେ […]
Continue Reading