କ’ଣ ମୋଦୀ ସରକାର ଦେବ ଦେଶର ସବୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ? କ’ଣ ଏହି ଯୋଜନାଟି ମୋଦୀ ସରକାର ଦ୍ଵାରା କରା ଯାଇଥିବା ବଚନ? ଜାଣନ୍ତୁ ସତ?
୫ ଅଗଷ୍ଟ ୨୦୧୯ ମସିହାରେ ୱାଟ୍ସ ଆପ୍ ମାଧ୍ୟମରେ ବିସ୍ତାର ହୋଇଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ୧୫ ଅଗଷ୍ଟରେ ମୋଦୀ ସରକାର ଦେଶର ସବୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ ବାଣ୍ଟିବ। ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ସାଇକେଲ ଯୋଜନା ଦିୟା ହୋଇଅଛି। ୟୁଟ୍ୟୁବ୍ରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କୁ ୫୪୦୪ ଭିୟୁ ମିଳି ସାରିଛି । ୩ ଅଗଷ୍ଟ ୨୦୧୯ ମସିହାରେ ୟୁଟ୍ୟୁବ୍ ମାଧ୍ୟମରେ ପୋଷ୍ଟ […]
Continue Reading