ଇନ୍ଦୋର ସହରରେ ରଙ୍ଗପଞ୍ଚମୀ ଉତ୍ସବ ପାଳନର ଭିଡିଓକୁ ହାଇଦ୍ରାବାଦରେ ହନୁମାନ ଜୟନ୍ତୀ ସମୟର ଭିଡିଓ ଦାବିରେ ଭାଇରାଲ ହେଉଛି।

ନିକଟରେ ହନୁମାନ ଜୟନ୍ତୀ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳନ କରିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେଯାର ମଧ୍ୟ ହୋଇଥିବା ମିଳିଛି।  ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଲିଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଲୋକେ ରଙ୍ଗ ସହିତ ଉତ୍ସବ ପାଳନ କରୁଛନ୍ତି। ଦାବି କରା ଯାଉଛି ଯେ ଏହା […]

Continue Reading

କ’ଣ ଫୋଟୋରେ ଥିବା ପୁସ୍ତକଟି ହେଉଛି କୁରାନ ଯାହା ସମୁଦ୍ରତଳୁ ମିଳିଥିଲା? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ପୁସ୍ତକର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ପୁସ୍ତକଟି ହେଉଛି ମୁସଲମାନଙ୍କର ପବିତ୍ର ଗ୍ରନ୍ଥ ଯାହା ଅନେକ ବର୍ଷ ଧରି ସମୁଦ୍ରର ଗଭୀରତାରୁ ମିଳିଛି। ଏହା ଅନେକ ବର୍ଷ ଧରି ପାଣିରେ ରହି ଆସିଛି କିନ୍ତୁ ଅକ୍ଷୁର୍ଣ୍ଣ ରହିଛି।  ଏହି ପୋଷ୍ଟକୁ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଳୀ।   ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ସ୍ଵାମୀ ନିଟାଇ ଦାସ ପ୍ରଭୁ ଅଟନ୍ତି ଯାହାର ବାଙ୍ଗଲାଦେଶରେ ହତ୍ୟା କରା ଯାଇଛି? କ’ଣ ଭାଇରାଲ ହେଉଥିବା ଫୋଟୋ ବାଙ୍ଗଲାଦେଶର ଅଟେ? ଜାଣନ୍ତୁ ସତ୍ୟ।

ଗତ ସପ୍ତାହରେ ଯେତେବେଳେ ଲୋକଙ୍କ ମଧ୍ୟରେ ଦୂର୍ଗାପୂଜା ଉତ୍ସବର ଖୁସିର ପରିବେଶ ଥିଲା ସେତେବେଳେ କିଛି ଦୁଖଦାଯକ ଖବର ସାମନାକୁ ଆସିଥିଲା। ବାଂଲାଦେଶରେ ଦୂର୍ଗାପୂଜା ସମୟରେ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ପୂଜାପାଠ ଉପରେ ଆକ୍ରମଣ ହୋଇଥିବା ଖବର ସାମନାକୁ ଆସିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। କେଉଁଠାରେ ମୂର୍ତି ଭଙ୍ଗାରୁଜା କରା ଯାଇଛି ତ କେଉଁଠାରେ ହିନ୍ଦୁ ଲୋକଙ୍କ ଉପରେ ଆକ୍ରମଣର କରା ଯାଇଛି।  ଏହି ପ୍ରସଙ୍ଗରେ ଏକ […]

Continue Reading

କ’ଣ ନେଦରଲ୍ୟାଣ୍ଡ ଦେଶ ନିଜ ବିଦ୍ୟାଳୟରେ ଗୀତା ପଢିବା ବାଧ୍ୟତାମୂଳକ କରିଛି? ଜାଣନ୍ତୁ ସତ୍ୟ।

ନିଜ ଦେଶର ସଂସ୍କୃତି ସମସ୍ତଙ୍କ ପାଇଁ ଗର୍ବର ବିଷୟ ଥାଏ। ସମସ୍ତେ ନିଜ ଧର୍ମ ଏବଂ ସଂସ୍କୃତିକୁ ବଢୁଥିବା ଦେଖିବାକୁ ଚାହାନ୍ତି। ୨ ଅକ୍ଟୋବରରେ ଧନେଶ୍ଵର ସାହୁ ନାମକ ଜଣେ ଫେସବୁକ ୟୁଜର ହିନ୍ଦୁ ମହାସଂଘ ଫେସବୁକ ଗ୍ରୁପ୍ ରେ ଏକ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ଯେ ନେଦରଲ୍ୟାଣ୍ଡ ସରକାର ପଞ୍ଚମ ଶ୍ରେଣୀରୁ ସମସ୍ତ ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବା ବାଧ୍ୟତାମୂଳକ କରିଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading

କ’ଣ ରଞ୍ଜନ ଗୋଗୋଇ ବିଭିନ୍ନ ଧର୍ମର ପର୍ବ ପାଳନ କରିବା ସମ୍ବନ୍ଧ ନେଇ ସମ୍ବିଧାନରେ ପରିବର୍ତନ କରିବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ଟୁଇଟର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏଥର ଏହା ରଞ୍ଜନ ଗୋଗୋଇଙ୍କ ନାମର ଏକ ଟୁଇଟର ସ୍କ୍ରିନଶଟ୍ ଅଟେ। ପୂର୍ବରୁ ମଧ୍ୟ ଏହି ପରି ଅନେକ ପୋଷ୍ଟ ଫ୍ୟାକ୍ଟ କ୍ରିଷେଣ୍ଡୋ ଦ୍ଵାରା ମିଥ୍ୟା ବା ନକଲି ପ୍ରମାଣିତ ହୋଇଥିଲା। ତେଣୁ ଆମେ ଏହି ପୋଷ୍ଟ ପଛରେ ଥିବା ସତ୍ୟ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

କ’ଣ ଗତ ୧୦୦ ବର୍ଷରୁ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଶିବରାତ୍ରି ପାଳନ କରିବା ଅନୁମତି ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ୧୯୨୦ ମସିହାର ପାକିସ୍ତାନ ସ୍ଥିତ କରାଚିରେ ଶିବରାତ୍ରି ପାଳନ କରୁଥିବା ସମୟର ଅଟେ। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଗତ ୧୦୦ ବର୍ଷରେ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଶିବରାତ୍ରି ପାଳନ କରିବାର ଅନୁମତି ନାହିଁ।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରେଆ ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଅଛି ଏହି ପୋଷ୍ଟରେ? ୩୧ ମଇ ରେ ଜଣେ ଫେସବୁକ […]

Continue Reading

କ’ଣ ଏହି ଭିଡିଓରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ୨୧୦୦ କେଜି ଘଣ୍ଟି ନିର୍ମାଣ ତାମିଲନାଡ଼ୁରେ କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି କାରିଗର ମାନେ ମିଶି ଗୋଟିଏ ବିଶାଳ ଘଣ୍ଟି ନିର୍ମାଣ କରୁଛନ୍ତି। ଏହି ଘଣ୍ଟିର ନିର୍ମାଣ ତାମିଲନାଡ଼ୁରେ ହେଇଥିବା ଦାବି ସହିତ କୁହା ଯାଇଅଛି ଯେ ଏହା ଓଜଣ ୨୧୦୦ କେଜି ଅଟେ।  ଫେକ୍ଟ କୃସେଣ୍ଡୋ ଭିଡିଓରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଶ୍ରୀରାମ ମନ୍ଦିର ପାଇଁ ଘଣ୍ଟି ପ୍ରସ୍ତୁତ.. ଏକକ କାଷ୍ଟ ଖଣ୍ଡ, […]

Continue Reading

କ’ଣ ଭିଡିଓରେ ମହିଳାଙ୍କୁ ଗୋଇଂଠା ମାରୁଥିବା ଦୃଶ୍ୟ ଫ୍ରାନ୍ସ ଦେଶର? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ସାମୁଏଲ ପେଟ୍ଟୀ ନାମକ ଜେନ ଶିକ୍ଷକଙ୍କ ହତ୍ୟା ପରେ ସେଠିକାର ଲୋକଙ୍କ ମନରେ ମୁସଲମାନଙ୍କ ପ୍ରତି କ୍ରୋଧ ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଫ୍ରାନ୍ସ ସରକାର ମଧ୍ୟ କିଛି ପଦକ୍ଷେପ ନେଇଛି। ବିଶ୍ଵର ଅନେକ ଦେଶରେ ମୁସଲମାନ ମାନେ ଫ୍ରାନ୍ସ ସରକାର ବିରୋଧ ମଧ୍ୟ କରିଥିବାର ଖବର ସାମନାକୁ ଆସିଛି। ଏହି ସମୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋସ୍ତରେ ଦାବି ଯେ ଏହି ଭିଡିଓଫ୍ରାନ୍ସର ବୋଲି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

କ’ଣ ପ୍ୟାରିସରେ ରାସ୍ତା ଅବର୍ଦ୍ଧ କରି ନମାଜ ପଢୁ ଥିବା ସମୟରେ ଫ୍ରାନ୍ସ ନିବାସୀ ତାଙ୍କ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିବା ଭିଡିଓ ବର୍ତମାନ ସମୟର? ଜାଣନ୍ତୁ ସତ୍ୟ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ପ୍ୟାରିସରେ ଆତଙ୍କବାଦ ସହିତ ଜଡ଼ିତ ଘଟଣା ଉପରେ ନିଜ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ବିରୋଧ ରୂପରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ମଧ୍ୟରେ ଗୋଟିଏ ଭିଡିଓ ଦେଖିବା କୁ ମିଳିଛି ଯେଉଁଥିରେ ଶହ ଶହ ବିକ୍ଷୋଭକାରୀ ରାସ୍ତାରେ ଯାଉଥିବା ଦର୍ଶାଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ପ୍ୟାରିସରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

କ’ଣ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର? କ’ଣ ଏହି ପଥର ର ପୂଜା ବିପଦ ସମୟରେ କରା ଯାଇଥାଏ? ଜାଣନ୍ତୁ ସତ୍ୟ।

୨୭ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଦେବମୁର୍ଟ ଦର୍ଶନ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର ଅଟେ। ଏହି ପଥର ବିପଦ ସମୟରେ ମନ୍ଦିର ରୁ କାଢି ପୂଜା କରା ଯାଏ। ୧୯୨୦ ମସିହାରେ ଏହି ପଥର ସ୍ପେନିଶ ଫ୍ଲୁ ସମୟରେ ବାହାର କରି ପୂଜା କରା ଯାଇଥିଲା। ବର୍ତମାନ କୋରୋନା ସମୟରେ ମଧ୍ୟ […]

Continue Reading

କ’ଣ ଶ୍ରୀଲଙ୍କାରେ ମିଳିଅଛି ପ୍ରଭୁ ଶ୍ରୀ ହନୁମାନଙ୍କ ଗଦା? କ’ଣ ଇନ୍ଟରନ୍ଯାଶନାଲ ରାମାୟାଣ ରିସର୍ଚ ସେଣ୍ଟରର ଅଧିକାରୀ ଶ୍ରୀଲଙ୍କା ଯାଇ ଏହି ଗଦାର ଖୋଜ କରି ପାଇଥିଲେ? କେଉଁଠି ଅଛି ଏହି ଗଦା ବର୍ତମାନ ସମୟରେ? ଜାଣନ୍ତୁ।

Archive 20 ଅକ୍ଟୋବର ୨୦୧୯ ମସିହାରେ ଫେସବୁକର ଓଡ଼ିଆ ଦୁନିଆ ପେଜର ଗୋଟିଏ ଅନୁଛେଦରେ ଭଗବାନ ହୁନମାନଙ୍କ ଗଦା ଏବଂ ଗୋଟିଏ ବିଶାଳକାୟ ନରକଙ୍କାଳ ଶ୍ରୀଲଙ୍କାରେ ପାଇବାର ଦାବି କରା ଯାଇଅଛି। http://bit.ly/hanuman-gadda-found-in-srilanka। ଏହି ପୋଷ୍ଟର ଦାବି ଅନୁସାରେ, ଏହି ଖୋଜଟି କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରେ କରା ଯାଇଅଛି। ଏହାକୁ ଠାକୁରଙ୍କ ଚମତ୍କାର ବୋଲି କୁହାଯାଉଅଛି। ଏହି ଅନୁଚ୍ଛେଦ ଅନୁସାରେ ମିଳିଥିବା ଗଦାଟି ସ୍ଵର୍ଣପଦାର୍ଥରେ ତିଆରି ଏବଂ ଏହାର ଓଜନ ୧୦୦୦ କେ.ଜି ଠୁ ଅଧିକ। […]

Continue Reading