କ’ଣ ଏହି ଭିଡିଓ ଗୁଜରାଟରେ ଘଟିଥିବା ବିପର୍ଯୟ ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ବିପର୍ଯୟ ବାତ୍ୟା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରୁ ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଦମ୍ପତ୍ତି ବାଇକରେ ଯାଉଥିବା ସମୟରେ ବାତ୍ୟାରେ ଫସି ରହିଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ବାତ୍ୟା ବିପର୍ଯୟ ସମୟରେ ଗୁଜରାଟର ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୧ ମସିହାରେ ଗୁଜୁରାଟରେ ଆସିଥିବା ତାଉତେ ବାତ୍ୟାର […]
Continue Reading