
୨୩ ଜୁଲାଇ ରେ ଜେନ ଫେସବୁକ ୟୁଜର ଓଡ଼ିଶା ଖବର ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଦାବି କରିଛନ୍ତି ଯେ କଂଗ୍ରେସ ନେତା ଅଶୋକ ଗେହ୍ଲୋଟ ଏହି ୧୬ ସେକେଣ୍ଡ ଭିଡିଓରେ କହୁଛନ୍ତି ଯେ ଗୋଟିଏ ବନ୍ଦ ବନା ହେଉଛି ଆଉ ସେଇ ବନ୍ଧ ପାଣି ରୁ ବିଦ୍ୟୁତ ଉତ୍ପାଦନ କରା ଜୀବ। ଯେତେବେଳେ ପାଣିରୁ ସବୁ ବିଦ୍ୟୁତ ବାହାରି ଜୀବ ଆଉ ଯେତେ ବେଳେ ଏହି ପାଣି ଖେତର ଜୀବ ସେତେବେଳେ ତାର ସବୁ ଶକ୍ତି ଶେଷ ହେଇ ଯାଇଥିବା। ତେଣୁ ଖେତରେ ଏହି ପାଣି ଲାଭଜନକ ହେବ ନାହିଁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧ୍ହାଁରେ ପ୍ରଥମେ ଆମେ ଟୁଇଟର ରେ ଯାଇ ଏହି ବିଷୟରେ ଖୋଜିଲୁ। ସର୍ଚ କରିଲା ପରେ ଆମକୁ ୬ ଜୁନ ୨୦୧୮ ମସିହାର ଏମପି କଂଗ୍ରେସ ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରେ ଏହି ଭିଡିଓ ଟୁଇଟ କରିଛି। ଏହି ଭିଡିଓରେ ଅଶୋକ ଗେହ୍ଲୋଟ କହୁଛନ୍ତି ଯେ ଯେତେବେଳେ ଭାକଡା ବନ୍ଧ ନିର୍ମାଣ ହେଇଥିଲା ସେତେବେଳେ ଜନସଙ୍ଗ ଲୋକେ ବ୍ବୁଳି ବୁଲି ପ୍ରଚାର କରୁଥିଲେ ଯେ ବନ୍ଦ ବନା ହେଉଛି ଆଉ ସେଇ ବନ୍ଧ ପାଣି ରୁ ବିଦ୍ୟୁତ ଉତ୍ପାଦନ କରା ଜୀବ। ଯେତେବେଳେ ପାଣିରୁ ସବୁ ବିଦ୍ୟୁତ ବାହାରି ଜୀବ ଆଉ ଯେତେ ବେଳେ ଏହି ପାଣି ଖେତର ଜୀବ ସେତେବେଳେ ତାର ସବୁ ଶକ୍ତି ଶେଷ ହେଇ ଯାଇଥିବା। ତେଣୁ ଖେତରେ ଏହି ପାଣି ଲାଭଜନକ ହେବ ନାହିଁ।
ଏହି ଟୁଇଟ ଉପରେ ଏମପି କଂଗ୍ରେସ ମଧ୍ୟ ଲେଖିଛି ଯେ ବିଜେପିର ପକ୍ଷରୁ ଟ୍ରୋଲ କରୁଥିବା ଲୋକମାନେ ପୁରା ଭିଡିଓକୁ କାଟି କିଛି ଅଂସ ଭାଇରାଲ କରି ଗୁଜବ ସୃଷ୍ଟି କରିଛନ୍ତି ଏବଂ ଲୋକଙ୍କୁ ମୂର୍ଖ ବନାଉଛନ୍ତି।
ଏହା ପରେ ଆମେ ଟୁଇଟର ରେ ଅଶୋକ ଗେହ୍ଲୋଟଙ୍କ ଟୁଇଟର ଏକାଉଣ୍ଟରେ ଯାଇ ଏହି ଭିଡିଓ ଖୋଜିଲୁ। ୫ ଜୁନ ୨୦୧୮ ମସିହାରେ ଅଶୋକ ଗେହ୍ଲୋଟ ନିଯେ ଏହି ଭିଡିଓ ଟୁଇଟ କରିଛନ୍ତି।
ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓ ଏବଂ ପ୍ରକୃତର ର ପୁରା ଭିଡିଓ ମଧ୍ୟରେ ତୁଳନା କରିଲୁ।
ଶେଷକଥା:
ଆମ ଅନୁସନ୍ଧଣ ରୁ ଆମେ ଜାଣିବା କୁ ପାଇଲୁ ଯେ ଏହା ୨୦୧୮ ମସିହାର ଭିଡିଓ ଅଟେ ଏବଂ ଅସଲି ଭିଡିଓର କିଛି ଅଂସ ଏଡିଟ୍ କରି ଏହା କୁ ଅନ୍ୟ ରୂପ ଦିଆ ଯାଇଅଛି। ଅସଲି ଭିଡିଓରେ ଅଶୋକ ଗେହ୍ଲୋଟ ଜନସଙ୍ଗ କାର୍ଯ୍ୟକରତା ମାନଙ୍କ ବିଷୟରେ କହୁଥିଲେ।

Title:କ’ଣ ବନ୍ଦ ପାଣି ରୁ ବିଦ୍ୟୁତ ଉତ୍ପାଦନ କରିଲା ପରେ ସେହି ପାଣି ଖେତରେ ଯାଇ ଲାଭଜଣକ ହୁଏ ନାହିଁ ବୋଲି ଅଶୋକ ଗେହ୍ଲୋଟ କହିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False