
ଭାରତ ଅନ୍ତରିକ୍ଷକୁ ଅନେକ ସେଟେଲାଇଟ ଛାଡ଼ି ସାରିଛି ଓ ଏବେ ମଧ୍ୟ ଚଡ଼ୁଛି। ୧୧ ଡିସେମ୍ବର ୨୦୧୯ ରେ ଇସରୋ ଦ୍ଵାରା ଶ୍ରୀହରିକୋଟରୁ ଇସରୋ ପିଏସେଲ୍ଭି-ସି୪୮ ରକେଟ ଛାଡି ଅଛି।
୧୧ ଡିସେମ୍ବରରେ ଜଣେ ଫେସବୁକ ୟୁଜର “ବିଜେପି ନାମୋ ଓଡ଼ିଶା” ପେଜରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଇସରୋ ଦ୍ଵାବା ଲଞ୍ଚ କରା ଯାଇ ଥିବା ପିଏସେଲ୍ଭି-ସି୪୮ ରକେଟ ପଡ଼ୁଥିବା ଚାରି ଆଡେ ବୁଲି ଭାରତ ର ଶତ୍ରୁ ଉପରେ ନଜର ରଖିବା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ରକେଟ ଲଞ୍ଚ କରି ଭାରତ ଗୋଟିଏ ଇତିହାସ ରଚିଲା। ଗତ ୧୭ ଘଣ୍ଟାରେ ଏହି ପୋଷ୍ଟକୁ ୨୨ ଲାଇକ ଏବଂ ୧୦ ଥର ସେଯାର କରା ଯାଇ ସାରିଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ମହାକାଶରୁ ଶତ୍ରୁଙ୍କ ଉପରେ ନଜର ରଖିବ ଭାରତ।

କ’ଣ ସତରେ ପିଏସେଲ୍ଭି-ସି୪୮ ଶତ୍ରୁ ଉପରେଣଯର ରଖିନବା? ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏଇ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ “ପିଏସେଲ୍ଭି-ସି୪୮” ଲେଖି ସର୍ଚ କରିଲୁ। ଅର୍ଚ କରିଲା ପରେ ଆମେ କିଛି ସତ୍ୟ ସାମନାକୁ ଆସିଲୁ।
୧୧ ଡିସେମ୍ବର ୨୦୧୯ ରେ ଆମେ ଇସରୋର ୱେବ୍ସାଇଟ ରେ ଗୋଟିଏ ଏହି ବିଷୟରେ ଛପି ଥିବା ଅନୁଛେଦ ପାଇଲୁ। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଭାରତର “ପୋଲାର ସେଟେଲାଇଟ ଲଞ୍ଚ ଭେଇକଲ (ପିଏସେଏଲଭି) ରିସାଟ-୨ବିଆର୧ ଅନ୍ତରିକ୍ଷକୁ ଛାଡିଲା ଏହହୀ ସେଟେଲଇତ ୧୧ ଡିସେମ୍ବର ଦୁଇପହର ୩.୨୫ ସମୟରେ ଲଞ୍ଚ କରା ଗଲା। ଏହା ପିଏସେଏଲଭିର ଦୁଇତ୍ୟା ଉଡାଣ ଥିଲା। ଲଞ୍ଚ ହେବାର ୧୬ ମିନିଟ ୨୩ସେକେଣ୍ଡରେ ଏହା ପୃଥିବୀରୁ ୫୭୬ କି.ମି ଦୂରରେ ପୃଥିବୀର ଅର୍ବିଟରେ ପହଞ୍ଚିଲା । ଏହି ସେଟେଲାଇଟର ଓଜନ କେ.ଜି ଅଟେ। ଏହି ଉପଗ୍ରହଟି କୃଷି, ଜଙ୍ଗଲ ଏବଂ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ବିଷୟରେ ଦରକାରୀ ସୂଚନା ଦେବ। ଏହି ସତେଲାଇଟ ୫ ବର୍ଷ ପର୍ଯ୍ୟନ୍ତ କାମ କରିବ।

୧୧ ଡିସେମ୍ବର ରେ ଜି ନ୍ୟୁଜରେ ମଧ୍ୟ ଏହି ଖବର ଛପିଅଛି। ଇସରୋ କହିଛି ଯେ ଏହି ଉପଗ୍ରହଟି କୃଷି, ଜଙ୍ଗଲ ଏବଂ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ବିଷୟରେ ଦରକାରୀ ସୂଚନା ଦେବ।

ଶେଷକଥା:
ଏହି ପୋଷ୍ଟରେ କରା ଯାଇଥିବା ଡାବୁ ପିଏସଏଲଭି-ସି୪୮ ମହାକାଶରୁ ଶତ୍ରୁ ଉପରେ ନଜର ରଖିବା ଖବର ଗୋଟିଏ ମିଥ୍ୟା ଖବର। ଏହି ଉପଗ୍ରହଟି କୃଷି, ଜଙ୍ଗଲ ଏବଂ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ବିଷୟରେ ଦରକାରୀ ସୂଚନା ଦେବ। ଏହି ଉପଗ୍ରହ ଶତ୍ରୁ ଉପରେ ନଜର ରଖିବା କଥାର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଇସରୋ ଦ୍ଵାରା ଲଞ୍ଚ କରା ଯାଇ ଥିବା ପି.ଏସ.ଏଲ.ଭି – ସି୪୮ ରକେଟ ଏବେ ଶତ୍ରୁ ଉପରେ ନଜର ରଖିବ? କ’ନେହି କାରଣ ପାଇଁ ଇସରୋ ରକେଟ ଛାଡିଅଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False