କ’ଣ ବସ୍ ରେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥାର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟତା।
ଅନ୍ୟ ଯାତ୍ରୀଙ୍କର ଉପସ୍ଥିତିରେ ଏକ ବସ୍ ରେ ଜଣେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥା ବା ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାନ ବସ୍ ରେ ଯାତ୍ରା କରୁଥିବା ଅନ୍ୟ ଏକ ଯାତ୍ରୀ ଏହି ଭିଡିଓ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଦିଲ୍ଲୀ ସହରର ଏକ ଘଟଣା ଅଟେ। ଭିଡିଓ ସେୟାର କରି ଜଣେ ଲେଖିଛନ୍ତି, “ଦିଲ୍ଲୀ ମେଟ୍ରୋ ପରେ ଜଣେ ଯୁବକ ଏବଂ […]
Continue Reading