କ’ଣ ପ୍ରକୃତରେ ଆରଏସଏସ କର୍ମୀ ମାନେ ଇଂରାଜୀ ରାଣୀଙ୍କୁ ସମ୍ମାନ ଦେଉଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳାଙ୍କୁ ଆରଏସଏସ କର୍ମୀ ମାନେ ସମ୍ମାନ ଦେଉଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଫୋଟୋରେ ଥିବା ମହିଳା ଇଂରାଜୀ ରାଣୀ ଅଟନ୍ତି। ଫୋଟୋ ସେୟାର କରି ଆରଏସଏସର ଦେଶପ୍ରେମ ଉପରେ ପ୍ରଶ୍ନ କରା ଯାଉଛି। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଭିନ୍ନ ସମୟ ଏବଂ ଅବସରର ଫୋଟୋକୁ ଯୋଡି ଭାଇରାଲ ହେଉଥିବା ଫୋଟୋ ସୃଷ୍ଟି […]
Continue Reading