ଇଣ୍ଡୋନେସିଆର ଏକ ପାର୍କର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗରେ ଭାରତରେ ମସଜିଦ ଭଙ୍ଗା ଯାଉଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଏକ ସବୁଜ ମସଜିଦ ପରି ଏକ ଗଠନକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେଉଁପରି ଏହା ଭାରତରେ ଗୋଟିଏ ମସଜିଦ ଭଙ୍ଗା ଯାଉଥିବା ବୋଲି ଜଣା ପଡ଼ୁଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ଜଣା ପଡ଼ିଛି। ପ୍ରକୃତରେ ଏହା ଇଣ୍ଡୋନେସିଆର ଏକ ମନୋରଞ୍ଜନ ପାର୍କର ଭିଡିଓ, ଯାହାକୁ ନିୟମ […]
Continue Reading