ହାଇଦ୍ରାବାଦର ଏକ ପୁରୁଣା ଘଟଣାକୁ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା ଲୋକଙ୍କୁ ମାରୁଥିବା ଦାବି ସହିତ ସେୟାର କରା ଯାଉଛି।
ପୋଲିସ ଘରୁ ଟାଣି ଆଣି ରାସ୍ତାରେ କିଛି ଯୁବକଙ୍କୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତିମାନେ RSS କୁ ଧମକ ଦେଇଥିଲେ, ଯାହା ଫଳରେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଚିହ୍ନଟ କରି ମାରୁଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ହାଇଦ୍ରାବାଦର ଏକ ପୁରୁଣା ଘଟଣା ଯାହାକୁ ସମ୍ପ୍ରତି ସମୟରେ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା […]
Continue Reading
