କ’ଣ ଭାଇରାଲ ହେଉଥିବା ଫୋଟୋ ଡିଆରଡିଓ ଦ୍ଵାରା ବିକଶିତ ଓଭର ଦି ହରାଇଜନ୍ ରାଡାରର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫୋଟୋ ସହିତ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ଷ୍ଟେଲଥ୍ ବମ୍ପର ବିମାନ B-2 କୁ କପି କରି ଚାଇନା ବନେଇଥିବା H-20 ଷ୍ଟେଲଥ୍ ବିମାନ କୁ ଏବେ ଭାରତ ନଜର ରଖିବା ରେ ସକ୍ଷମ ହେଇଛି। ଡିଆରଡିଓ ଦ୍ଵାରା ବିକଶିତ ୫୦୦୦କି.ମି. କ୍ଷମତା ସମ୍ପନ୍ନ ଓଭର ଦି ହରାଇଜନ୍ ରାଡର ଦ୍ଵାରା ଏହା ସମ୍ଭବ। କେବଳ ଚୀନ୍ ନୁହେଁ ରୁଷର ଷ୍ଟେଲଥ୍ ବମ୍ପର […]
Continue Reading