କ’ଣ କର୍ପୁର, ଲବଙ୍ଗ, ଜୁଆଣୀ ଇତିୟାଦିର ଆଗ୍ରାହଣ କରିବା ଦ୍ଵାରା ଶରୀରରେ ଅମ୍ଳଜାନ ସ୍ତରରେ ବୃଦ୍ଧି ହୋଇଥାଏ? ଜାଣନ୍ତୁ ସତ୍ୟ।
କୋଭିଡ-୧୯ ର ଦ୍ଵିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବା ସହିତ ସୋସିଆଲ ମିଡିଆରେ ଯାଞ୍ଚ ହୋଇନଥିବା ତଥା ଗରୋଇ ଉପଚାର ପ୍ରକ୍ରିୟାରେ ପରିପୂର୍ଣ ହୋଇଛି। ଏହି ପରି ଏକ ଭାଇରାଲ ବାର୍ତ୍ତାରେ ଦାବି କରା ଯାଇଅଛି ଯେ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ କର୍ପୁର, ଲବଙ୍ଗ,ଜୁଆଣୀ ଇତିଯାଦୀ ଆଗ୍ରାହଣ କରିବା ଆବଶ୍ୟକ। ଏହି ଭାଇରାଲ ଉପଚାର ସତ୍ୟ ବା ମିଥ୍ୟା ଜାଣିବା ପାଇଁ ଫେକ୍ଟ କୃସେଣ୍ଡୋର ୱ୍ହାଟ୍ସଅପ୍ ଫେକ୍ଟଲାଇନ ନମ୍ବର (୯୦୪୯୦୫୩୭୭୦) ରେ ଅନେକ […]
Continue Reading