ଜେଫରି ଏପଷ୍ଟିନ୍ ଏବଂ ଜଣେ ମହିଳାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ AI ଦ୍ଵାରା ତିଆରି କର ଯାଇଛି।
ନିକଟରେ ଜଣେ ମହିଳା ଏବଂ ଜେଫରି ଏପଷ୍ଟିନ୍ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ମୋଦୀଙ୍କ ଏହି ଫଟୋ ଏପଷ୍ଟିନ୍ ଫାଇଲ୍ସ ରୁ ଆସିଛି। ଫଟୋ ପୋଷ୍ଟ କରି ଜଣେ ୟୁଜର ଲେଖିଛନ୍ତି, “ଆସିଗଲା modi ଙ୍କର ଏପଷ୍ଟିନ ସହିତ ଫୋଟୋ, ବହୁତ ଜଲଦି ଭିଡ଼ିଓ ବି ଆସିବ,ଏଇଟା AI ଫୋଟୋ ନୁହେଁ ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ […]
Continue Reading