କ’ଣ ଭାଇରାଲ ଭିଡିଓ ଟାଇଟାନିକ୍ ଦେଖିବାକୁ ଯାଇଥିବା ପନଡ୍ଡୁବିର ଶେଷ ଭିଡିଓ? ଜାଣନ୍ତୁ ସତ୍ୟ।
ଜୁନ୍ ମାସରେ ଓସେନ୍ ଗେଟ୍ ଦ୍ଵାରା ପରିଚାଳିତ ଟାଇଟେନ୍ ପନଡ୍ଡୁବି କିଛି ଯାତ୍ରୀଙ୍କୁ ନେଇ ସମୁଦ୍ରରେ ବୁଡି ରହିଥିବା ଟାଇଟେନିକ୍ ଜାହାଜର ପରିଦର୍ଶନ ପାଇଁ ଯାଇଥିଲା। ସମୁଦ୍ର ପାଣିରେ କିଛି ଗଭୀରତାକୁ ଯିବା ପରେ ଏହି ପନଡ୍ଡୁବି ସହିତ ସମ୍ପର୍କ ବିଛିନ୍ନ ହେଲା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ୫ ଟି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ପନଡ୍ଡୁବି ଭିତରେ ବସିଥିବା କିଛି ଲୋକଙ୍କ ଏକ ଭିଡିଓ […]
Continue Reading