ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ବର୍ତ୍ତମାନ ଜଣେ ବିଦେଶୀ ମହିଳାଙ୍କ ଫଟୋ ସହିତ ସୋନିଆ ଗାନ୍ଧୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରଥମ ଫଟୋ ଯେଉଁଥିରେ ଜଣେ ମହିଳାଙ୍କୁ କମ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି ସେ ସୋନିଆ ଗାନ୍ଧୀ ଅଟନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫଟୋରେ କମ୍ ପୋଷାକ ପିନ୍ଧିଥିବା ମହିଳା ସୋନିଆ ଗାନ୍ଧୀ ନୁହେଁନ୍ତି। ସେ ଜଣେ ହଲିୱୁଡ୍ ଅଭିନେତ୍ରୀ ଏବଂ […]
Continue Reading
