ଅଷ୍ଟ୍ରେଲିଆ ର ଗୋ-ଗୋ ଡ୍ୟାନ୍ସରଙ୍କ ଫଟୋକୁ ସୋନିଆ ଗାନ୍ଧୀଙ୍କ ଫଟୋ ଦାବି ସହିତ ସେୟାର କରାଯାଇଛି।

ନିକଟରେ ସୋସିଆଲ ମିଡିଆରେ ତିନି ଜଣ ମହିଳାଙ୍କର ନାଚୁଥିବା ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ମଝିରେ ଥିବା ମହିଳା ସୋନିଆ ଗାନ୍ଧୀ ବୋଲି ଦାବି କରାଯାଇଛି। ଫଟୋଟି ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପ୍ରିୟ କଂଗ୍ରେସ ଚାମଚା, ଏପଷ୍ଟିନ ଫାଇଲ ର ମହିମା ମଣ୍ଡନ କରିଥିବା ଏହି ଫୋଟୋ ରେ ତିନିଜଣ ଅର୍ଦ୍ଧନଗ୍ନ ଯୁବତୀ ନୃତ୍ୟ ପରିବେଷଣ କରୁଛନ୍ତି. ଟିକେ ଜୁମ କରିକି ଦେଖ ମଝିରେ ନୃତ୍ୟ କରୁଥିବା ଅର୍ଦ୍ଧନଗ୍ନ ଯୁବତୀ ଜଣକ ତମ […]

Continue Reading

୨୦୨୩ ମସିହାର ପୁରୁଣା ଭିଡିଓକୁ ଇସ୍ରାଏଲି ସୈନିକ ମାନେ ହସନ ନସରଲ୍ଲାହ ମୃତ୍ୟୁ ପରେ ଖୁସି ମନାଉଥିବା ଦାବି ସହିତ ସେୟାର କରା ଯାଉଛି।

କିଛି ଦିନ ପୂର୍ବରୁ ଇସ୍ରାଏଲି ଆକ୍ରମଣରେ ହେଯବୋଲ୍ଲାହ ମୁଖ୍ୟା ହସନ ନସରଲ୍ଲାହ ର ଦେହାନ୍ତ ହୋଇଥିବା ଖବର ସାମନାକୁ ଆସିଛି। ଏହା ପରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇସ୍ରାଏଲି ସୈନିକ ମାନେ ଖୁସିରେ ନାଚୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ହସନ ନସରଲ୍ଲାହଙ୍କର ମୃତ୍ୟୁ ପରେ ଇସ୍ରାଏଲି ସୈନିକ ମାନେ ଖୁସି ମନାଉଥିବା ଦୃଶ୍ୟ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

4 ମାସ ପୁରୁଣା ଭିଡିଓକୁ କାବୁଲ୍ ଅକ୍ତିଆର୍ ପରେ ତାଲିବାନୀ ଖୁସିରେ ନାଚୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଆଫଗାନିସ୍ତାନରେ ତାଲିବାନ କବଜା ପରେ ସୋସିଆଲ ମିଡିଆ ଏବଂ ନ୍ୟୁଜ ଚ୍ୟାନେଲରେ ଖବର ପ୍ରକାଶିତ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ,ଯେଉଁଥିରେ କିଛି ଲୋକ ନାଚୁଥିବାର ଦେଖାଯାଉଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, କାବୁଲ୍ ଅକ୍ତିଆର୍ ପରେ ଖୁସିରେ ନାଚୁଛନ୍ତି ତାଲିବାନୀ । ହାତରେ ବନ୍ଧୁକ ଧରି କି’କି ଗୀତରେ ନାଚୁଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଭାଇରାଲ ଭିଡିଓ 4 […]

Continue Reading