ମହାରାଷ୍ଟ୍ରର ନାଶିକ ରେ ଆଜାନଙ୍କ ସମୟରେ ଭଜନ-କୀର୍ତ୍ତନ ଉପରେ ସମ୍ପ୍ରତ୍ତି ସମୟରେ ପ୍ରତିବନ୍ଧକ ଲଗା ଯାଇଛି କି?

ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେଉଁଥିରେ ସେ କହୁଛନ୍ତି ଯେ ସକାଳ ୫ ଟାରେ, ଅପରାହ୍ନରେ ୩.୧୫, ସନ୍ଧ୍ୟାରେ ୫.୧୫ ଏବଂ ୬.୩୦ ଏବଂ ରାତିରେ ୮.୩୦, ଏହିପରି ପାଞ୍ଚଟି ଆଜାନ୍ ସମୟ ୧୫ ମିନିଟ୍ ପୂର୍ବରୁ ଏବଂ ୧୫ ମିନିଟ୍ ପରେ ଏବଂ ପ୍ରଦର୍ଶନ କରିବାର ହିନ୍ଦୁଙ୍କୁ ଅଧିକାର ନାହିଁ। ମସଜିଦର ୧୦୦ ମିଟର ବ୍ୟାସାର୍ଦ୍ଧରେ ଯେକୌଣସି ଭଜନ, କୀର୍ତ୍ତନ କିମ୍ବା ହନୁମାନ ଚଲିସା ପାଠ କରିବା ଅନୁମତି ନାହିଁ।  […]

Continue Reading

କ’ଣ ଭାଇରାଲ ଭିଡିଓରେ ଇନ୍ଦୋରରେ ଯୁବକ ମାନେ ଟ୍ରକର ହର୍ନରେ ତାଳ ଦେଇ ନାଗିନ ଦାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତା ଉପରେ କିଛି ଯୁବକଙ୍କ ନାଚୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ଟ୍ରକ୍ ନାଗିନ ଗୀତର ହର୍ଣ୍ଣ ବାଯାଇଥିବାରୁ ଯୁବକ ମାନେ ରାସ୍ତାରେ ନାଚିବା ଆରମ୍ଭ କରିଥିଲେ।  ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ମଧ୍ୟପ୍ରଦେଶର ଇନ୍ଦୋର ସହରର ଘଟଣା ଅଟେ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରା ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading