କର୍ଣ୍ଣାଟକର ଏକ ସରକାରୀ ବିଦ୍ୟାଳୟରେ ଶିବ ଶିବ ଶମ୍ଭୁ ଗୀତ ଗାଇ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି କି?

ଏକ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷକଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ସେ ଗୀତ ଗାଇବା ଏବଂ ଡ୍ୟାନ୍ସ କରି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି।  ଏହି ଭିଡିଓରେ ସେ ଶିବ ଶିବ ଶମ୍ଭୁ ଗୀତରେ ଶିକ୍ଷକ ଏବଂ ପିଲାମାନେ ନାଚ କରୁଥିବାର ଦେଖାଯାଉଛନ୍ତି।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ କର୍ଣ୍ଣାଟକର ରାଇଚୁରରେ ଥିବା ଏକ ସରକାରୀ ସ୍କୁଲର ଦୃଶ୍ୟ ଅଟେ। ସେଠାରେ ପିଲାମାନଙ୍କୁ ହିନ୍ଦୁ ବେଦ, ଗୀତା, ରାମାୟଣ, […]

Continue Reading

ବନ୍ୟା ପାଣିରେ ଭାସିଜାଉଥିବା ଛୁଆଙ୍କୁ ଜଣେ ଯୁବକ ବଞ୍ଚାଇବାର ଏହି ଖବର ଆସାମର ନୁହେଁ।

ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇ ଦାବି କରାଯାଇଛି ଯେ, ଆସାମର ବାତ୍ୟାରେ ଜଣେ ଜୁବକ ଦୁଇ ଜଣ ଛୁଆକୁ ବଞ୍ଚାଉଥିବାର ଦେଖାଯାଉଛି। ପୋଷଟ ସହିତ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆସାମ ବତ୍ୟାର ଅଟେ।  Sharechatରେ ଭାଇରାଲ ପୋଷ୍ଟ ସେୟାର କରାୟାଇ ଦାବି କରାଯାଇଛି ଯେ, ଆସାମର ବନ୍ୟାରେ ଦୁଇଟି ପିଲା ଭାସିଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଞ୍ଚାଇଛନ୍ତି। ଆମ ଅନୁସନ୍ଧାନ ପୂର୍ୂରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ […]

Continue Reading