କ’ଣ ସାଉଦି ଆରବିଆ ଫିଫା ବିଶ୍ଵ କପରେ ଆର୍ଜେଣ୍ଟିନାକୁ ପରାସ୍ତ କରିଲା ପରେ ତାଙ୍କ ଯୁବରାଜ ପ୍ରତ୍ଯେକ ଖେଳାଳିଙ୍କୁ ରୋଲ୍ସ ରଏସ୍ କାର ଉପହାର ଦେବେ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।
ନିକଟରେ ଫିଫା ବିଶ୍ଵ କପରେ ସାଉଦି ଆରବିଆ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଏହା ପରେ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି ଯେ ସାଉଦି ଯୁବରାଜ ଦଳର ସମସ୍ତ ଖେଳାଳିଙ୍କୁ ରୋଲ୍ସ ରଏସ୍ କାର ଉପହାର ସ୍ୱରୂପ ଦେବେ ବୋଲି ଦାବି କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି କରା ଯାଇଛି ପୋଷ୍ଟରେ? ସୋସିଆଲ ମିଡିଆରେ ଦାବି କରା ଯାଇଛି ଯେ, “ବିଶ୍ବକପ ଫୁଟବଲରେ ଆର୍ଜେଣ୍ଟିନାକୁ […]
Continue Reading