କ’ଣ ଓଡ଼ିଶାରେ ବିଜେପି ନିର୍ବାଚନ ଜିତିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଅଚଳିତ କରିଛି? ଜାଣନ୍ତୁ ସତ୍ୟତା।
୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ଜିତି ସରକାର ଗଢିବା ପାଇଁ ପ୍ରସ୍ତୁତ ଅଛି। ବିଜେପି ୭୮ ସିଟ୍ ଜିତିଥିବା ବେଳେ ବିଜେଡ଼ି କେବଳ ୫୧ ସିଟ୍ ଜିତି ପାରିଛି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନକୁ ଭାଙ୍ଗି ବିଜେପି ବର୍ତ୍ତମାନ ଓଡ଼ିଶାରେ ଶାସନ କରିବା ପାଇଁ ଯାଉଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ସରକାର ଦ୍ଵାରା ଆରମ୍ଭ କରା ଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କୁ ବିଜେପି ଅଚଳିତ କରିଛି ବୋଲି […]
Continue Reading