ମୁସ୍ଲିମ ଯୁବକ ମନ୍ଦିର ଭିତରେ ପଶି ଭଗବାନ ଶିବଙ୍କ ଉପରେ ପରିସ୍ରା କରୁଛି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଭାଇଚାରାକୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ମନ୍ଦିର ଭିତରେ ଭଗବାନ ଶିବଙ୍କ ଉପରେ ପରିଶ୍ରା କରୁଛି। ଭିଡିଓରେ ଦାବି କରାଯାଉଛି ଯେ, ଭିଡିଓରେଥିବା ପିଲା ମୁସ୍ଲିମ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  16 ମାର୍ଚ୍ଚରେ Jeevan Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓପୋଷ୍ଟ […]

Continue Reading

ଝିଅ ମୁଣ୍ଡରେ ମହିଳା ସ୍ୱସ୍ତିକ ଚିହ୍ନ କରୁଛି କି? ଏବଂ ଏହି ଜନଜାତି କ’ଣ ସ୍ୱସ୍ତିକ ଚିହ୍ନ କରି ଭାଗବାନ ଶିବକୁ ପୂଜା କରନ୍ତି?

ଭାରତରେ ଭାଗବାନଙ୍କୁ ନେଇ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ବହୁତ ଅଧିକ। ଏଥି ପାଇଁ ହିନ୍ଦୁ ଧର୍ମରେ ସମସ୍ତ ପର୍ବପର୍ବାଣି ପ୍ରାୟ ଭଗବାନଙ୍କୁ ନେଇ ପାଳନ କରାଯାଏ। ଏହା ଛଡ଼ା ଆସ୍ଥା ଏବଂ ବିଶ୍ୱାସରୁ ଆଗକୁ ବଢ଼ିଲେ ଲୋକେ ଅନ୍ଧବିଶ୍ୱାସର ମଧ୍ୟ ସିକାର ହୁଅନ୍ତି। ସେପରି ଆସ୍ଥା ଏବଂ ବିଶ୍ୱାସକୁ ନେଇ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ ଯାହାକୁ ନେଇ ଲୋକଙ୍କ ମନରେ ମିଥ୍ୟା ସୂଚନା ମଧ୍ୟ ସତ୍ୟ ଲାଗେ। ସୋସିଆଲ […]

Continue Reading