କ’ଣ ଏହା ଭାରତର ପ୍ରସିଦ୍ଧ ଆଥେଲେଟ୍ ଦୁତୀ ଚାନ୍ଦଙ୍କ ସାମ୍ପ୍ରତିକ ଲୁକ୍? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ପ୍ରସିଦ୍ଧ ଖେଳାଳି ଦୁତୀ ଚାନ୍ଦଙ୍କ ହଳଦିଆ ଶାଢୀ ଏବଂ ଲାମ୍ବା କେଶ ଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କ ଏହି ନୂଆ ରୂପକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ଆମେ ଜଣାଇ ଦେବା ପାଇଁ ଚାହୁଞ୍ଚୁ ଯେ ଦୁତୀ ଚାନ୍ଦ ଅନେକ ବିଷ୍ୟ ନେଇ ନିକଟରେ ଚର୍ଚ୍ଚାରେ ରହି ଆସିଛନ୍ତି। ଗୋଟିଏ ଫୋଟୋ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ ହଳଦିଆ ଶାଢୀ ପିନ୍ଧିଥିବା […]
Continue Reading