୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ ବିସ୍ଫୋରଣର ଘଟଣାକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି। 

ମଧ୍ୟପ୍ରାଚ୍ୟ ଯୁଧ୍ୟ ସମୟରେ ଏକ ଉଚ୍ଚ ବିଲଡିଙ୍ଗ ନିକଟରେ ବିଶାଳ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଇସ୍ରାଏଲ-ଇରାନ ଯୁଧ୍ୟ ମଧ୍ୟରେ ଇସ୍ରଏଲରେ ଏକ ଗ୍ୟାସ ସ୍ଟେସନରେ ବଡ ଧମାକା ହେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଚୀନର ଏକ ପୁରୁଣା ଘଟଣା। ଏହି ଭିଡିଓଟି ୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ […]

Continue Reading

ସିଙ୍ଗାପୁରର ଭିଡିଓକୁ ହରମୁଜ୍ ପ୍ରଣାଳୀରେ ଜାହାଜ ଫସି ରହିଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସମୁଦ୍ରରେ ଅନେକ ଜାହାଜ ଫସି ରହିଥିବା ମନେହେଉଛି। ଦାବି କରା ଯାଉଛି ଯେ ଏହି ଦୃଶ୍ୟ ହରମୁଜ୍ ଅଞ୍ଚଳରୁ ଆସିଛି ଯେଉଁଠାରେ ମଧ୍ୟପ୍ରାଚ୍ୟ ଯୁଧ୍ୟ ହେତୁ ଇରାନ ଜାହାଜ ଗୁଡ଼ିକୁ ଅଟକାଇ ରଖିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ସିଙ୍ଗାପୁରର ଦୃଶ୍ୟ ଯାହାର ହରମୁଜ୍ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ […]

Continue Reading

ଇସ୍ରାଏଲର ୟେମେନ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଶାଳ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ସମ୍ପ୍ରତି ରେ ଇରାନର ଦୁବାଇ ଉପରେ ଆକ୍ରମଣର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ୨୦୨୫ ରେ ଇସ୍ରାଏଲର ୟେମେନ ଉପରେ ଆକରାମନର ଏକ ପୁରୁଣା ଭିଡିଓ ଯାହାକୁ ସମ୍ପ୍ରତି ମଧ୍ୟପ୍ରାଚ୍ୟ ଯୁଧ୍ୟ ଘଟଣା ଦାବି ସହିତ ସେୟାର କରା […]

Continue Reading

ଦକ୍ଷିଣ କୋରିଆରେ ହୋଇଥିବା ଏକ ଅଗ୍ନିକାଣ୍ଡର ପୁରୁଣା ଭିଡିଓ ବର୍ତ୍ତମାନ କତାରର ଏକ ଗ୍ୟାସ୍ ପ୍ଲାଣ୍ଟ ଉପରେ ଆକ୍ରମଣ ନାମରେ ଭାଇରାଲ୍ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଲଡିଙ୍ଗରେ ନିଆଁ ଲାଗି ଘନ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ବିଲଡିଙ୍ଗ ହେଉଛି କତର ଦେଶର ଗ୍ଯାସ ପ୍ଳାଣ୍ଟ ଯାହା ଉପରେ ଆମେରିକା ଆକ୍ରମଣ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଦକ୍ଷିଣ କୋରିଆର ଏକ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟରେ ଆମେରିକା କତରର ଗ୍ଯାସ ପ୍ଳାଣ୍ଟ ଉପରେ ଆକ୍ରମଣ […]

Continue Reading