ଜାଣନ୍ତୁ ରିୟା ଚକ୍ରବର୍ତ୍ତି ବାପାଙ୍କ ଟ୍ୱିଟର ପଛର ସତ୍ୟତା ।
ରିଆ ଚକ୍ରବର୍ତ୍ତି ଡ୍ରକ୍ସ ମାମଲାରେ ଗିରଫ ହେଲା ପରେ ତାଙ୍କ ପିତାଙ୍କ ନାମରେ ଏକ ଟ୍ୱିଟ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, କୌଣସି ପିତା ତା ଝିଅର ଗିରଫ ସହି ପାରିବନି। ମତେ ମରିଜିବା ଦରକାର। 9 ସେପ୍ଟେମ୍ବରରେ Odisha Exclusive ପେଜରେ ଏହାର ଏକ ଖବର ପ୍ରକାଶିତ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସମସ୍ତେ ମୋ ଝିଅକୁ ଫାଶୀର ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ- ରିୟାଙ୍କ ବାପା। ଆମ ଅନୁସନ୍ଧାନ ପୂର୍ବରୁ […]
Continue Reading