ଦକ୍ଷିଣ ଆଫ୍ରିକାର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷିଆରେ ଆସିଥିବା ଭୂମିକମ୍ପ ହେତୁ ଜାପାନରେ ହୋଇଥିବା ସୁନାମୀ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି
ବୁଧବାର ୩୦ ଜୁଲାଇ ୨୦୨୫ ରେ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା, ଓଆହୁ ରେ ୪ ଫୁଟ (୧.୨ ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର […]
Continue Reading