ଗୁରୁଗ୍ରାମରେ ଜଣେ ବାଳିକାକୁ ଛୁରୀରେ ହତ୍ୟା କରାଯାଇଥିବା ଭିଡିଓକୁ ସାମ୍ପ୍ରଦାୟିକ ଏବଂ ପ୍ରେମ୍ ଜିହାଦ ଦାବି ସହିତ ସେୟାର କରାଯାଉଛି।
ନିକଟରେ ଗୁରୁଗ୍ରାମରେ ଜଣେ 19 ବର୍ଷର ବାଳିକାକୁ ବାଳକ ଛୁରୀରେ ହତ୍ୟା କରିଥିଲା। ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ଝିଅର ମୃତ ଶରୀରର ରାସ୍ତାରେ ପଡିଥିବା ସମୟରେ ସେହି ରାସ୍ତା ରକ୍ତାକ୍ତ ହୋଇଛି। ଆପଣ ମାନେ ଭିଡିଓରେ ଏହା ମଧ୍ୟ ଦେଖି ପାରିବେ ଯେ ଜଣେ ମହିଳା ଗୋଟିଏ ଯୁବକକୁ ମାଡ଼ ମାରୁଛନ୍ତି ଏବଂ ଅନେକ ଲୋକେ ସେଠାରେ ଠିଆ ହୋଇ ଘଟଣା ଦେଖୁଛନ୍ତି। ଦାବି […]
Continue Reading