କ’ଣ ୧୯୩୧ ମସିହାର ବନ୍ଦେ ମାତରମ ପତ୍ରିକାର ମାଲିକ ଜଣେ ମୁସଲିମ ଏବଂ ଏହାର କର୍ମଚାରୀ ମାନେ କେବଳ ଇସଲାମ ଧର୍ମର ଲୋକ? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଗୁରୁତର ପୋଷ୍ଟ। ପୋଷ୍ଟରେ ଦେଖିବାକୁ ମିଳିଛି ଏକ ପୁରୁଣା ଖବରକାଗଜ। ଖବରକାଗଜ ନାମ ହେଉଛି “ଦି ଡେଲି ବନ୍ଦେ ମାତରମ।” ପୋଷ୍ଟ ଦେଖି ସ୍ପଷ୍ଟ ହେଉଛି ଯେ ଏହା ଏକ ପୁରୁଣା ଏବଂ ଉର୍ଦୁ ଭାଷାର ପରିକା। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଖବରକାଗଜର ମାଲିକ ଏକ ମୁସଲିମ ଥିଲେ ଏବଂ ଏହାର ସମସ୍ତ କର୍ମଚାରୀ ମଧ୍ୟ ମୁସଲିମ ଥିଲେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]
Continue Reading